ଖରାପ ପାଗ ଯୋଗୁଁ ପର୍ବତରେ ପିଟି ହୋଇଯାଇଥିଲା ସିଡିଏସ ରାଓ୍ବତଙ୍କ ହେଲିକପ୍ଟର : ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ : ସିଡିଏସ ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ରିପୋର୍ଟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ପ୍ରଦାନ କରାଯାଇଛି। ଏହି ରିପୋର୍ଟକୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇନଥିଲେ ବି ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍ ମେଘ ଘୋଟିଯିବାରୁ ହେଲିକପ୍ଟରଟି ଏକ ପର୍ବତରେ ପିଟି ହୋଇଯାଇଥିଲା। ଏୟାର ମାର୍ସାଲ ମାନବିନ୍ଦର ସିଂଙ୍କ ନେତୃତ୍ବରେ ଥିବା ତଦନ୍ତ କମିଟି … Continue reading ଖରାପ ପାଗ ଯୋଗୁଁ ପର୍ବତରେ ପିଟି ହୋଇଯାଇଥିଲା ସିଡିଏସ ରାଓ୍ବତଙ୍କ ହେଲିକପ୍ଟର : ତଦନ୍ତ ରିପୋର୍ଟ